‘ପାଇକ ବିଦ୍ରୋହ’କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି କଲା ବିଜେଡି। ସ୍ମାରକୀ ପାଇଁ ୧୦ ଏକର ଯାଗା ଦେଇଛନ୍ତି ସରକାର

211

କନକ ବ୍ୟୁରୋ: ପାଇକ ବିଦ୍ରୋହକୁ ପୁଣି ଥରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି କଲା ବିଜେଡି । ୨୦୧୭ରୁ ମୁଖ୍ୟମନ୍ତ୍ରୀ କ୍ୟାବିନେଟରେ ସଂକଳ୍ପ ପାରିତ କରିଥିଲେ । ବିନା ମୂଲ୍ୟରେ ସ୍ମାରକୀ ପାଇଁ ୧୦ ଏକର ଯାଗା ଦେଇଛନ୍ତି ସରକାର । ବିଜେଡି ବିଧାୟକମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଦାବି ଦାବି କରିଥିଲେ । ରାଜ୍ୟର ୨ଜଣ କେନ୍ଦ୍ର ମନ୍ତ୍ରୀ ବିଜେପିର ୮ଜଣ ସାସଦ ଥିଲେ ବି ଏ ପ୍ରସଙ୍ଗ ସଂସଦରେ ନଉଠାଇବା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି ।