କନକ ବ୍ୟୁରୋ: ଆସ୍କା ବିଧାନସଭା ଆସନରେ ବିଜେଡିର ବାଜିମାତ୍ । ବିଜେପି ପ୍ରାର୍ଥୀ ଦେବରାଜ ମହାନ୍ତିଙ୍କୁ ୨୬ ହଜାର ୮୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଜୟ ଧ୍ୱଜା ଉଡାଇଲେ ବିଜେଡି ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ବିଧାନସଭା ଆସନକୁ ନିଜ କବଜାକୁ ନେବାରେ ଲାଗିଛି ବିଜେଡି ।
ଅନ୍ୟପଟେ ବୃହତ ଭୋଟ୍ ବ୍ୟବଧାନରେ ବିଭିନ୍ନ ଆସନରେ ବିଜୟୀ ହେଉଥିବା ବିଜେଡି ଶିବିରରେ ଏବେ ଖୁସିର ଲହରି ଖେଳିଯାଇଛି । ବିଶେଷ କରି ମହିଳାଙ୍କ ଉପରେ ଗୁରୁତ୍ୱ ଦେଇ ନବୀନ ନେଇଥିବା ନିଷ୍ପତିର ସମ୍ମାନ ରଖି ବିଜେଡି ବିଜୟ ବାନା ଉଡ଼ାଛନ୍ତି ମଞ୍ଜୁଳା । ଯାହାକି ବିଜେଡି ଶିବିରରେ ଉତ୍ସାହ ଭରି ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/MANJULA-1.jpg)