୯ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ କିଏ ପାଇଲେ ଟିକେଟ୍ ?

Advertisment
ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେଡିର ଲୋକସଭା ପ୍ରାର୍ଥୀ ଘୋଷଣା । ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ ଲଢିବ କିଏ?

କନକ ବ୍ୟୁରୋ: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ନବୀନ ନିବାସରେ ବିଜେଡି ସୁପ୍ରିମୋ ଟିକେଟ୍ ପାଇଥିବା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ତେବେ ଏହି ତାଲିକା ମୁତାବକ କେଉଁ ଆସନରୁ କିଏ ବିଜେଡି ଟିକେଟ୍ ପାଇଲେ ଦେଖନ୍ତୁ ।

publive-imageବାଲିକୁଦା-ଏରସମା: ରଘୁନନ୍ଦନ ଦାସ
ଜଗତସିଂହପୁର- ପ୍ରସାନ୍ତ ମୁଦୁଲି
ପିପିଲି- ପ୍ରଦୀପ ମହାରଥୀ
ନିମାପଡ଼ା- ସମୀର ରଞ୍ଜନ ଦାସ
ନୀଳଗିରି- ସନ୍ତୋଷ ଖଟୁଆ
ଆନନ୍ଦପୁର- ଭାଗିରଥୀ ସେଠୀ
କାକଟପୁର- ସୁରେନ୍ଦ୍ର ସେଠୀ
ନିଆଳି- ପ୍ରମୋଦ ମଲ୍ଲିକ
ଧାମନଗର- ରାଜେନ୍ଦ୍ର ଦାସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe