ବିଜେଡି ହାତରୁ ଖସିଗଲା ମାହାଙ୍ଗା: ହାରିଲେ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା

Advertisment
ବିଜେଡି ହାତରୁ ଖସିଗଲା ମାହାଙ୍ଗା: ହାରିଲେ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା

କନକ ବ୍ୟୁରୋ: ମାହାଙ୍ଗାରୁ ପରାସ୍ତ ହେଲେ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା । ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରଧାନଙ୍କ ଠାରୁ ହାରିଲେ ଅଙ୍କିତ ଜେନା । ୫ ହଜାରରୁ ଅଧିକ ଭୋଟରେ ଅଙ୍କିତ ଜେନା ପରାସ୍ତ ହୋଇଛନ୍ତି । ଅଙ୍କିତ ଜେନାଙ୍କୁ ବିଜେଡି ମାହାଙ୍ଗାରୁ ପ୍ରାର୍ଥୀ କରିଥିଲେ । ୨୦୦୦ ମସିହାରୁ ମାହାଙ୍ଗା ବିଜେଡିର ଗଡ ହୋଇ ରହିଥିଲା । ହେଲେ ଏଠାରୁ ଏବେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇ ପୂରା ବାଜି ପଲଟାଇ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe