କନକ ବ୍ୟୁରୋ: ମାହାଙ୍ଗାରୁ ପରାସ୍ତ ହେଲେ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା । ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରଧାନଙ୍କ ଠାରୁ ହାରିଲେ ଅଙ୍କିତ ଜେନା । ୫ ହଜାରରୁ ଅଧିକ ଭୋଟରେ ଅଙ୍କିତ ଜେନା ପରାସ୍ତ ହୋଇଛନ୍ତି । ଅଙ୍କିତ ଜେନାଙ୍କୁ ବିଜେଡି ମାହାଙ୍ଗାରୁ ପ୍ରାର୍ଥୀ କରିଥିଲେ । ୨୦୦୦ ମସିହାରୁ ମାହାଙ୍ଗା ବିଜେଡିର ଗଡ ହୋଇ ରହିଥିଲା । ହେଲେ ଏଠାରୁ ଏବେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇ ପୂରା ବାଜି ପଲଟାଇ ଦେଇଛନ୍ତି ।
ବିଜେଡି ହାତରୁ ଖସିଗଲା ମାହାଙ୍ଗା: ହାରିଲେ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା
/kanak/media/post_attachments/wp-content/uploads/2024/06/13-5.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)