ଜମୁଛି ବ୍ରଜରାଜନଗର ଉପ ନିର୍ବାଚନ ପ୍ରଚାର: ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଧରି ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ

Advertisment
ଜମୁଛି ବ୍ରଜରାଜନଗର ଉପ ନିର୍ବାଚନ ପ୍ରଚାର: ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଧରି ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ

କନକ ବ୍ୟୁରୋ: ଜମୁଛି ବ୍ରଜରାଜନଗର ଉପ ନିର୍ବାଚନ ପ୍ରଚାର । ବିଜୁ ଜନତା ଦଳ ଦଳ କଡା ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି । ମନ୍ତ୍ରୀ ଟୁକୁନି ସାହୁ ଓ ବିଜେଡି ବିଧାୟିକା ସ୍ୱେହାଙ୍ଗିନୀ ଛୁରିଆ ଗାଁ ଗାଁ ବୁଲି ବିଜେଡି ପ୍ରାଥି ଅଳକା ମହାନ୍ତିଙ୍କ ପାଇଁ ପ୍ରଚାର କରୁଛନ୍ତି । ସ୍ୱର୍ଗତ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ଜନିତ ସହାନୁଭୁତିର ଲହର ବିଜେଡିକୁ ସୁହାଉଥିବା ବେଳେ ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିଛନ୍ତିି । ବିଜେପି ପ୍ରାଥି ରାଧାରାଣୀ ପଣ୍ଡା ଲଖନପୁର ବ୍ଲକର ଘର ଘର ବୁଲି ଭୋଟ ମାଗୁଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe