କନକ ବ୍ୟୁରୋ: ଜମୁଛି ବ୍ରଜରାଜନଗର ଉପ ନିର୍ବାଚନ ପ୍ରଚାର । ବିଜୁ ଜନତା ଦଳ ଦଳ କଡା ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି । ମନ୍ତ୍ରୀ ଟୁକୁନି ସାହୁ ଓ ବିଜେଡି ବିଧାୟିକା ସ୍ୱେହାଙ୍ଗିନୀ ଛୁରିଆ ଗାଁ ଗାଁ ବୁଲି ବିଜେଡି ପ୍ରାଥି ଅଳକା ମହାନ୍ତିଙ୍କ ପାଇଁ ପ୍ରଚାର କରୁଛନ୍ତି । ସ୍ୱର୍ଗତ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ଜନିତ ସହାନୁଭୁତିର ଲହର ବିଜେଡିକୁ ସୁହାଉଥିବା ବେଳେ ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିଛନ୍ତିି । ବିଜେପି ପ୍ରାଥି ରାଧାରାଣୀ ପଣ୍ଡା ଲଖନପୁର ବ୍ଲକର ଘର ଘର ବୁଲି ଭୋଟ ମାଗୁଥିବା ଦେଖିବାକୁ ମିଳିଛି ।
ଜମୁଛି ବ୍ରଜରାଜନଗର ଉପ ନିର୍ବାଚନ ପ୍ରଚାର: ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଧରି ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ
/kanak/media/post_attachments/wp-content/uploads/2022/05/42-9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)