ଆସିଲା  ବିଜେଡି ବିଧାୟକ ପ୍ରାର୍ଥୀ ତାଲିକା  । ଜାଣନ୍ତୁ ଆଉ କାହାକୁ କେଉଁଠୁ ପ୍ରାର୍ଥୀ କଲା ଦଳ…

9,784

କନକ ବ୍ୟୁରୋ: ଆସିଲା ବିଜେଡି ଆଉ ଏକ ପ୍ରାର୍ଥୀ ତାଲିକା  । ଜାଣନ୍ତ କିଏ ହେଲେ କେଉଁଠି ପ୍ରାର୍ଥୀ

 

କଣ୍ଟାବାଂଜି- ନବୀନ ପଟ୍ଟନାୟକ

ରେଢାଖୋଲ- ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର – ରୋହିତ ପୂଜାରୀ

ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ

ପଦ୍ମପୁର- ବର୍ଷା ସିଂ ବରିହା

କୁଚିଣ୍ଡା- ରାଜେନ୍ଦ୍ର କୁମାର ଛତ୍ରିଆ

ସାନଖେମୁଣ୍ଡି- ସୁଲକ୍ଷଣା କୁମାରୀ ଦେବୀ

ଜୟପୁର- ଇନ୍ଦିରା ନନ୍ଦ

ଦେବଗଡ-ଅରୁନ୍ଧତୀ କୁମାରୀ ଦେବୀ

ଅନୁଗୁଳ- ସଂଯୁକ୍ତା ସିଂ

ନିମାପଡା – ଦିଲ୍ଲୀପ କୁମାର  ନାୟକ