କନକ ବ୍ୟୁରୋ: ୫ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ କଲା ବିଜେଡି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ୱ ମିଳିଥିବାବେଳେ ଭଦ୍ରକ ପାଇଁ ମିଳିଛି ଦେବାଶିଷ ସାମନ୍ତରାୟଙ୍କୁ ଦାୟିତ୍ୱ । ସେହିପରି କେନ୍ଦ୍ରାପଡା ପାଇଁ ପ୍ରତାପ ଜେନା, କଳାହାଣ୍ଡି ପାଇଁ ସୁଜିତ କୁମାର ଓ ପୁରୀ ପାଇଁ ସୁଭାଷ ଖୁଣ୍ଟିଆଙ୍କୁ ସଂଯୋଜକ ଦାୟିତ୍ୱ ମିିଳିଛି ।
୫ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ କଲା ବିଜେଡି । ଜାଣନ୍ତୁ କାହାକୁ ଦିଆଗଲା କେଉଁ କ୍ଷେତ୍ରର ଦାୟିତ୍ୱ ।
/kanak/media/post_attachments/wp-content/uploads/2024/04/7-3.jpg)