ବିଜେପି ବିରୋଧରେ ବିଜେଡିର ଆଦର୍ଶ ଆଚରଣ ବିଧିର ଉଲଂଘନ ଅଭିଯୋଗ । ବିନା ଅନୁମତିରେ ବୈଜୟନ୍ତ ପ୍ରଚାର ଗାଡି ବୁଲାଉଥିବା ନେଇ ଅଭିଯୋଗ ।

ସଂଖ୍ୟା ଥାଇ ମଧ୍ୟ... ! ୫ ବର୍ଷିଆ ଆସନରେ ଯିବେ ଅଶ୍ୱିନୀ । ଅଚ୍ୟୁତଙ୍କ ଆସନରେ ଅମର, ସସ୍ମିତଙ୍କୁ ୩ ବର୍ଷିଆ ସିଟ୍

କନକ ବ୍ୟୁରୋ: ବିଜେପି ବିରୋଧରେ ଆଦର୍ଶ ଆଚରଣ ବିଧିର ଉଂଲଘନ ଅଭିଯୋଗ ଆଣିଲା ବିଜେଡି । ନିର୍ବାଚନ କମିସନଙ୍କ ଅନୁମତି ନନେଇ କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା ପ୍ରଚାର ଗାଡି ବୁଲାଉଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।ବିନା ଅନୁମିତିରେ ଭିଡିଓ ଭ୍ୟାନ ବୁଲାଯାଉଥିବାରୁ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିବ କହିଲା ବିଜେଡି ।

ସେହିପରି ମିଛ ଗୁଇନ୍ଦା ରିପୋର୍ଟ ଦେଖାଇ ବିଜେଡିକୁ ବଦନାମ କରିବା ପାଇଁ ହୋଇଥିବା ଅପଚେଷ୍ଟା ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ନିର୍ବାଚନ କମିସନ । ସେହିପରି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଉଜ୍ୱଳା ଯୋଜନାରେ ହୋଡିଂ ଲଗାଯାଇଥିବା ଅଭିଯୋଗ ଆଣିଛି ବିଜେଡି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe