ବିଜେବି କଲେଜ ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ । ଅଭିଯୋଗ କଲେ ଏକ୍ସଫେଲ ଧମକ ଦେଉଥିବା ଅଭିଯୋଗ କରି ଧାରଣାରେ ଛାତ୍ର

ବିଜେବି କଲେଜ ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ । ଅଭିଯୋଗ କଲେ ଏକ୍ସଫେଲ ଧମକ ଦେଉଥିବା ଅଭିଯୋଗ କରି ଧାରଣାରେ ଛାତ୍ର

କନକ ବ୍ୟୁରୋ : ଭୁବନେଶ୍ୱର ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟରେ ଉତେଜନା । କଲେଜ ଅଧ୍ୟକ୍ଷାଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିବା ସହ କଲେଜ ଆଗରେ ଧାରଣା ଦେଇଛନ୍ତି କିଛି ଛାତ୍ର । କଲେଜରେ ଅନେକ ସମସ୍ୟା ଥିବା ବେଳେ ଉନ୍ନତିକରଣ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । କଲେଜ ଅଧ୍ୟକ୍ଷା ଅଧିକାଂଶ ସମୟ ଅନୁପସ୍ଥିତ ରହୁଥିବାରୁ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହେଉଥିବା କହିଛନ୍ତି ଛାତ୍ରଛାତ୍ରୀ । ଏନେଇ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ କରିଥିବାରୁ କଲେଜ ଅଧ୍ୟକ୍ଷା ଏକ୍ସଫେଲ୍ କରିଦେବାକୁ ଧମକ ଦେଉଥିବା ଅଭିଯୋଗ କରିବା ସହ ଅଧ୍ୟକ୍ଷାଙ୍କ ବିରୋଧରେ ଧାରଣା ଦେଇଛନ୍ତି ଛାତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe