ସାଂସଦ ବିଷ୍ଣୁ ଦାସ ହେଲେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ : କାଲି ରାଜ୍ୟସଭାରୁ ଦେଇପାରନ୍ତି ଇସ୍ତଫା

Advertisment
ସାଂସଦ ବିଷ୍ଣୁ ଦାସ ହେଲେ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ : କାଲି ରାଜ୍ୟସଭାରୁ ଦେଇପାରନ୍ତି ଇସ୍ତଫା

କନକ ବ୍ୟୁରୋ : ରାଜ୍ୟସଭା ସାଂସଦ ବିଷ୍ଣୁ ଦାସ ହେଲେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ । ଗତକାଲି ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି ।  ରାଜ୍ୟସଭା ସଦସ୍ୟ ଏନ୍. ଭାସ୍କର ରାଓଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଥିଲା । ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦ ପାଇବା ପରେ ବିଷ୍ଣୁ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବାକୁ ପଡ଼ିପାରେ । କାରଣ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ କ୍ୟାବିନେଟ୍ ପାହ୍ୟା ସହ ସମାନ ହୋଇଥିବାରୁ ସେ ଏନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଜଣାଇବେ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe