ଓଡିଶା ରାଜନୀତିରେ ସୃଷ୍ଟି ହୋଇପାରେ ନୂଆ ସମ୍ଭାବନା : ନୂଆ ଦାୟିତ୍ୱ ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବେ ବିଷ୍ଣୁ ଦାସ

Advertisment
ଓଡିଶା ରାଜନୀତିରେ ସୃଷ୍ଟି ହୋଇପାରେ ନୂଆ ସମ୍ଭାବନା : ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇପାରନ୍ତି ବିଷ୍ଣୁ ଦାସ

କନକ ବ୍ୟୁରୋ : ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ହେବା ପରେ ଆସନ୍ତାକାଲି ଦିଲ୍ଲୀ ଯାଇ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବେ ବିଷ୍ଣୁ ଦାସ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ ‘ଅଫିସ ଅଫ୍ ପ୍ରଫିଟ୍’ ପରିସରଭୁକ୍ତ ହୋଇଥିବାରୁ ତାଙ୍କୁ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବାକୁ ପଡିବ । ବିଷ୍ଣୁ ଦାସ କହିଛନ୍ତି, ତାଙ୍କ ସ୍ଥାନରେ କିଏ ରାଜ୍ୟସଭାକୁ ଯିବ, ତାର ନିଷ୍ପିତି ନେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe