ଗୋପ ବନବିଭାଗ ପକ୍ଷରୁ ପକ୍ଷୀ ଗଣନା ଆରମ୍ଭ । ୧୦ ଜଣିଆ ଟିମ୍ ପକ୍ଷୀଗଣନାରେ ସାମିଲ । ୫ ଦିନ ଧରି ଚାଲିବ ପକ୍ଷୀଗଣନା କାର୍ଯ୍ୟ

121

କନକ ବ୍ୟୁରୋ: ପୁରୀ ଜିଲ୍ଲା ବ୍ରହ୍ମଗିରି ରେଂଜରେ ପକ୍ଷୀ ଗଣନା । ସକାଳ ୬ଟାରୁ ବ୍ରହ୍ମଗିରି ରେଂଜରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ରେଂଜକୁ ୪ଟି ଜୋନରେ ଭାଗ କରାଯାଇଛି । ସୁନା ମୁହିଁରୁ ବରକୁଦି, ବ୍ରହ୍ୁଗିରି ଢ଼ବା ଉକରୁ ଗୋଲରା, କାଠୁଆରେଡ଼ି ଛକରୁ ଖଜୁରିଆ, ଜଗନ୍ନାଥ ସଡ଼କରୁ ପଥରପଦରେ ଚାଲିଛି ଗଣନା ।

ଏହି ପକ୍ଷୀ ଗଣନା କାର୍ଯ୍ୟରେ ମୋଟ ୨୫ଜଣ ନିୟୋଜିତ ହୋଇଛନ୍ତି । ଗତବର୍ଷ ଏହି ରେଂଚରେ ୯୦ ହଜାର ୭୬୩ଟି ବଦେଶଗତ ପକ୍ଷୀ ଗଣନା ବେଳେ ଦେଖିବାକୁ ମିଳିଥିଲେ ୧୦୧ ପ୍ରଜାତି ପକ୍ଷୀ । ଏହା ସହ ୫ଟି ନୂଆ ଅତିଥି ପକ୍ଷୀ ମଧ୍ୟ ଚିହ୍ନଟ ହୋଇଥିବା ସୂଚନା ରହିଛି ।