କନକ ବ୍ୟୁରୋ : ଭାରତୀୟ ସେନାର ସିଂହ ଥିଲେ ସିଡିଏସ୍ ଜେନେରାଲ୍ ବିପିନ୍ ରାୱତ । ବିପିନ ରାୱତଙ୍କ ଦେହାନ୍ତରେ ଭାରତର ଏହି ବୀର ପୁଅଙ୍କୁ ଝୁରୁଛି ସାରା ଦେଶ । ନଜର ପକାନ୍ତୁ ବିପିନ ରାୱତଙ୍କ କ୍ୟାରିୟର ଉପରେ ।
*ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍
*୧୯୭୮ରେ ସେନାରେ ଯୋଗଦେଇଥିଲେ
*ପ୍ରସିଦ୍ଧ ୧୧ ଗୋର୍ଖା ରାଇଫଲସରୁ ଆରମ୍ଭ କରିଥିଲେ କ୍ୟାରିୟର
*ଉଗ୍ରବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ପାଇଥିଲେ ବେଶ୍ ସଫଳତା
*ଉଭୟ ଏଲଓସି ଓ ଏଲଏସିରେ କାର୍ଯ୍ୟ କରିଛନ୍ତି
*୨୦୧୫ରେ ମିଆଁମାରେ ଉଗ୍ରବାଦୀଙ୍କ ବିରୋଧରେ ସେନାର କାର୍ଯ୍ୟାନୁଷ୍ଠାନର ନେତୃତ୍ୱ ନେଇଥିଲେ
*୨୦୧୬ ଡିସେମ୍ବରରେ ୨୬ତମ ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ
*୨୦୨୦ ଜାନୁଆରୀରେ ଦେଶର ପ୍ରଥମ ସିଡିଏସ୍ ଭାବେ ଦାୟିତ୍ୱଗ୍ରହଣ
*ତାଙ୍କର ଚତୁର ରଣନୀତି ପାଇଁ ଶତ୍ରୁଙ୍କ ମନରେ ଛନକା ପଶୁଥିଲା
*ସେନାରେ ସଂସ୍କାର ପାଇଁ ଆରମ୍ଭ କରିଥିଲେ ପଦକ୍ଷେପ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/vlcsnap-2021-12-08-20h06m45s297.png)