ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ବ୍ଲାକ ବ୍ୟୁଟି

ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ବ୍ଲାକ ବ୍ୟୁଟି

ଆଜି ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍ ବ୍ଲାକ୍ ବ୍ୟୁଟି ବିପାଶା ବସୁ । ଅଭିନେତା କରନ ସିଂ ଗ୍ରୋବରଙ୍କୁ ବିବାହ କରିବେ ବିପାଶା । ଦୁହେଁ ବହୁଦିନ ହେବ ପରସ୍ପରକୁ ଡେଟ୍ କରିଆସୁଥିଲେ । ଶେଷରେ ବିବାହର ନିଷ୍ପତି ନେଇଥିଲେ ଏହି ଲଭବାର୍ଡ । ଦୁହେଁ ବଙ୍ଗୀୟ ପରମ୍ପରା ଓ ରୀତିନୀତିରେ ବିବାହ କରିବେ  । ଏହାସହ ଆଜି ସଂଧ୍ୟାରେ ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଇଛି ।  ଯେଉଁଥିରେ ସାମିଲ ହେବେ ବହୁ ନାମିଦାମୀ କଳାକାର । ଗତକାଲି ବିପାଶାଙ୍କ ମେହନ୍ଦି ଓ ସଙ୍ଗୀତ ସେରିମନିର  ହୋଇଥିଲା । ଯେଉଁଥିରେ ପିଂକ ଡ୍ରେସରେ ଫୁଲରେ ସଜ୍ଜେଇ ହୋଇଥିଲେ ବିପାଶା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe