ଆଜି ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍ ବ୍ଲାକ୍ ବ୍ୟୁଟି ବିପାଶା ବସୁ । ଅଭିନେତା କରନ ସିଂ ଗ୍ରୋବରଙ୍କୁ ବିବାହ କରିବେ ବିପାଶା । ଦୁହେଁ ବହୁଦିନ ହେବ ପରସ୍ପରକୁ ଡେଟ୍ କରିଆସୁଥିଲେ । ଶେଷରେ ବିବାହର ନିଷ୍ପତି ନେଇଥିଲେ ଏହି ଲଭବାର୍ଡ । ଦୁହେଁ ବଙ୍ଗୀୟ ପରମ୍ପରା ଓ ରୀତିନୀତିରେ ବିବାହ କରିବେ । ଏହାସହ ଆଜି ସଂଧ୍ୟାରେ ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଇଛି । ଯେଉଁଥିରେ ସାମିଲ ହେବେ ବହୁ ନାମିଦାମୀ କଳାକାର । ଗତକାଲି ବିପାଶାଙ୍କ ମେହନ୍ଦି ଓ ସଙ୍ଗୀତ ସେରିମନିର ହୋଇଥିଲା । ଯେଉଁଥିରେ ପିଂକ ଡ୍ରେସରେ ଫୁଲରେ ସଜ୍ଜେଇ ହୋଇଥିଲେ ବିପାଶା ।
ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ବ୍ଲାକ ବ୍ୟୁଟି
/kanak/media/post_attachments/wp-content/uploads/2016/04/1077504817-Leaked-Bipasha-Basu-Karan-Singh-Grover-Wedding.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)