ପ୍ରତ୍ୟୁଷାଙ୍କ ଜୀବନୀକୁ ନେଇ ଫିଲ୍ମ

25

ଖୁବ ଶୀଘ୍ର ଟେଲି ସିରିଏଲ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେବ ଫିଲ୍ମ ।ଏହି ଫିଲ୍ମର ଟାଇଟେଲ ହେଉଛି  ହର ପଲ ହୈ ଧୋକା ।  ଫିଲ୍ମରେ ପ୍ରତ୍ୟୁଷାଙ୍କ ଚରିତ୍ରରେ ନଜର ଆସିବେ ମଡେଲ କମ ଅଭିନେତ୍ରୀ  ତାନିଷ । ତାନିଷ ସାଉଥ ଇଣ୍ଡିଆନ ଫିଲ୍ମରେ କାମ କରନ୍ତି । ଏହାସହ ବଲିଉଡ ଫିଲ୍ମ ତେରି ଫିତରତରେ ତାନିଷଙ୍କ ଅଭିନୟ ରହିଛି । ଗ୍ରୀନ ଲିଭସ ଷ୍ଟାର ଏଣ୍ଟରଟେନମେଂଟ ପ୍ରାଇଭେଟ ଓ ସୁଧା ଫିଲ୍ମସ ବ୍ୟାନିରରେ ପ୍ରସ୍ତୁତ ହେବ ଏହି ଫିଲ୍ମ । ଫିଲ୍ମର ନିର୍ଦେଶନା ଭାର ତୁଲାଇବେ ମୁକେଶ ନାରାୟଣ ଅଗ୍ରୱାଲ ।ପ୍ରତ୍ୟୁଷାଙ୍କ ବୟଫ୍ରେଣ୍ଡ ରାହୁଲ ରାଜଙ୍କ କିରଦାର ନିଭାଇବେ ଶ୍ରବଣ ରାଘବ ।