ଏବେ ବଲିଉଡରେ ଚାଲିଛି ବାୟୋପିକ୍ ଫିଲ୍ମର ସମୟ । ଏଥିରେ ସାମିଲି ହୋଇଛି ଅନ୍ନା ହଜାରେଙ୍କ ବାୟୋପିକ୍ ଫିଲ୍ମ । ସମାଜସେବୀ ଅନ୍ନା ହଜାରେଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ “ ଅନ୍ନା : କିସନ ବାବୁରାଓ ହଜାରେ ” ନାମରେ ତିଆରି ଚାଲିଛି ବାୟୋପିକ୍ ଫିଲ୍ମ ।
ଏହି ଫିଲ୍ମ ୧୪ ଅକ୍ଟୋବରରେ ବଡ ପରଦାକୁ ଆସିବ । ଶଶାଙ୍କ ଉଡାପୁରକରଙ୍କ ଦ୍ୱାରା ନିର୍ଦେଶିତ ଏହି ଫିଲ୍ମରେ ଅନ୍ନାଙ୍କ ପିଲାଦିନ ଠାରୁ ‘ ଇଣ୍ଡିଆ ଏଗେଂଷ୍ଟେ କରପ୍ସନ ’ ଅଭିଯାନ ଯାଏ ଅନ୍ନାଙ୍କ ସଂଘର୍ଷର ଯାତ୍ରାକୁ ଦୃଶ୍ୟାୟନ କରାଯିବ । ଫିଲ୍ମରେ ଶଶାଙ୍କଙ୍କ ସହ ତନୀଷା ମୁଖର୍ଜୀ ମୁଖ୍ୟ ଭୂମିକାରେ ନଜର ଆସିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/aana.jpg)
/kanak/media/post_attachments/wp-content/uploads/2016/09/anna-hazare-300x225.jpg)