ଧରାପଡ଼ିଲେ ବାଇକ ଚୋର ଗ୍ୟାଙ୍ଗ । ଆଉ ୩ଜଣଙ୍କୁ ଖୋଜୁଛି ପୋଲିସ ।

Advertisment
ଧରାପଡ଼ିଲେ ବାଇକ ଚୋର ଗ୍ୟାଙ୍ଗ । ଆଉ ୩ଜଣଙ୍କୁ ଖୋଜୁଛି ପୋଲିସ ।

କନକ ବ୍ୟୁରୋ: ପୋଲିସ୍ ହାତରେ ଧରାପଡ଼ିଲେ ବାଇକ ଚୋର ଗ୍ୟାଙ୍ଗ । ତୁରକେଲା ପୋଲିସ୍ ଗତକାଲି ଏହି ଗ୍ୟାଙ୍ଗକୁ ଗିରଫ କରିଛି । ଏକ ବାଇକ୍ ଚୋରି ନେଇ ଅଭିଯୋଗ ପରେ ପୋଲିସ୍ ଖୋଳତାଡ଼ କରିଥିଲା, ଆଉ ଏହାପରେ ଏହି ଗ୍ୟାଙ୍ଗ ବିଷୟରେ ଜାଣିବାକୁ ପାଇଥିଲା । ବାଇକ୍ ଚୋରି ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ସେମାନଙ୍କ ଠାରୁ ଚୋରିି ବାଇକ ବି ଜବତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe