କଟକରେ ବଡ଼ ଧରଣର ବାଇକ୍ ରାକେଟର ପର୍ଦ୍ଦାଫାଶ । ଆନ୍ତଃରାଜ୍ୟ ବାଇକ୍ ଦଳକୁ ଧରିଲା ପୋଲିସ । ଅଟୋ ଖୋଜୁ ଖୋଜୁ ମିଳିଲା ୩୫ ବାଇକ୍ । ୩ ଅପରାଧି ଗିରଫ

Advertisment
କଟକରେ ବଡ଼ ଧରଣର ବାଇକ୍ ରାକେଟର ପର୍ଦ୍ଦାଫାଶ । ଆନ୍ତଃରାଜ୍ୟ ବାଇକ୍ ଦଳକୁ ଧରିଲା ପୋଲିସ । ଅଟୋ ଖୋଜୁ ଖୋଜୁ ମିଳିଲା ୩୫ ବାଇକ୍ । ୩ ଅପରାଧି ଗିରଫ

କନକ ବ୍ୟୁରୋ: କଟକରେ ଅନ୍ତଃରାଜ୍ୟ ବାଇକ୍ ଚୋରୀ ରାକେଟ୍ ଠାବ । ସାମ୍ବାଦିକ ସମ୍ମିଳନୀରେ କଟକ ଡ଼ିସିପିଙ୍କ ସୁଚନା । ଏହି ରାକେଟ୍ ଠାବ ହେବା ସହ ୩୫ଟି ଉଦ୍ଧାର କରିଛି ପୋଲିସ । ଏହା ସହ ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଚୋରୀ ପରେ କେନ୍ଦୁଝରର ଏକ ସ୍ଥାନରେ ବାଇକ ରଖୁଥିଲେ ଏହି ଗ୍ୟାଙ୍ଗ । କଟକ, ଭୁବନେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡ଼ାରୁ ଚୋରୀ ହେଉଥିଲା ବାଇକ୍ । ଚୋରୀ ଗାଡ଼ିକୁ ଗୋଟିଏ ସ୍ଥାନରେ ରଖି ବିକିବାକୁ ଉଦ୍ୟମ କରୁଥିଲେ ଏହି ଗ୍ୟାଙ୍ଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe