ସଚିବାଳୟରେ ଶହେଟି ନୂଆ ବିଜୁ ସେତୁ ପ୍ରକଳ୍ପର ଶୁଭାରମ୍ଭ : ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Advertisment
ସଚିବାଳୟରେ ଶହେଟି ନୂଆ ବିଜୁ ସେତୁ ପ୍ରକଳ୍ପର ଶୁଭାରମ୍ଭ : ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବ୍ୟୁରୋ .କନକ ନ୍ୟୁଜ୍ : ସଚିବାଳୟରେ ବିଜୁ ସେତୁ ଯୋଜନାର ଲୋଗୋ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ । ଏହାସହ ୧୦୦ଟି ନୂଆ ବିଜୁ ସେତୁ ଓ ୭୫ଟି ଗ୍ରାମ୍ୟ ପାଇପ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ଗ୍ରାମ୍ୟ ବିକାଶକୁ ରାଜ୍ୟ ସରକାର ପ୍ରାଥମିକତା ଦିଆଯାଉଥିବା ମୁଖ୍ୟମନ୍ତ୍ରୀ ଲୋକାର୍ପଣ ଉତ୍ସବରେ କହିଛନ୍ତି । ଏହା ପୂର୍ବରୁ ୪୮୧ଟି ବିଜୁ ସେତୁ ପ୍ରକଳ୍ପ ଲୋକାର୍ପିତ ହୋଇସାରିଛି । ୨୦୧୧ ମସିହାରୁ ଏହି ବିଜୁ ସେତୁ ପ୍ରକଳ୍ପ ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe