କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଂଚଳରେ ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ମିଶିଲେ ୫ ହଜାରରୁ ଅଧିକ ଲୋକ । ବଡ଼ କାଳିମାଟି ଠାରେ ଚମ୍ପୁଆ ବିଧାୟକ ମୀନାକ୍ଷୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୪ଟି ପଂଚାୟତର ୫ ହଜାରରୁ ଅଧିକ ଲୋକ ବିଜେଡିରେ ଯୋଗ ଦେଇଥିଲେ । ବଡ଼ ଏମାନେ ସମସ୍ତେ କାଳିମାଟି ଡେଭଲପମେଂଟ ସୋସାଇଟିର ଏହି ଲୋକମାନେ ବିଶାଳ ସମାବେଶରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ ।
କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଂଚଳରେ ବିଜେଡିର ମିଶ୍ରଣ ପର୍ବ
/kanak/media/post_attachments/wp-content/uploads/2021/08/vlcsnap-2021-08-10-13h34m02s703.png)