କନକ ବ୍ୟୁରୋ: ଜାରି ରହିଛି ମତଗଣାନ ପ୍ରକ୍ରିୟା । ବିଜେପୁର ବିଧାନସଭା ଆସନରେ ଆଗୁଆ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଖାପାଖି ୫ହଜାର ୩୯୭ ଖଣ୍ଡ ଭୋଟ୍ ରେ ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଠାରୁ ଆଗୁଆ ରହିଛନ୍ତି । ତେବେ ଚଳିତ ଥର ନବୀନ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ନିଜର ପାରମ୍ପାରିକ ବିଧାନସଭା ଆସନ ହିଞ୍ଜିଳି ସହ ଏଥର ପ୍ରଥମ କରି ବିଜେପୁର ଆସନରୁ ନିର୍ବାଚନ ଲଢୁଛନ୍ତି ବିଜେଡି ସୁପ୍ରିମୋ । ତେବେ ଟ୍ରେଣ୍ଡ ଅନୁସାରେ ଏବେ ନବୀନ ଏହି ବିଜେପୁରୁ ଆସନରୁ ବାଜିମାତ୍ କରିପାରନ୍ତି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us