କନକ ବ୍ୟୁରୋ : ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଛନ୍ତି କଟକ ମହାନଗର ନିଗମ କମିଶନର । ପୁରୀ ଜିଲ୍ଲାପାଳ ଦାୟିତ୍ୱରେ ଥିବା ବିଜୟ କୁମାର ଦାସ ହୋଇଛନ୍ତି ସିଏମସି ନୂଆ କମିଶନର । ସେହିପରି ସିଏମସି କମିଶନର ଥିବା ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପୁରୀ ଜିଲ୍ଲାପାଳ ଦାୟିତ୍ୱରେ ରହିବେ । ବାଲେଶ୍ୱରର ଜିଲ୍ଲାପାଳ ଥିବା ଦତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି ।
ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ପୁରୀ ଜଲ୍ଲାପାଳ ବିଜୟ କୁମାର ଦାସ ହେଲେ ସିଏମସି କମିଶନର
/kanak/media/post_attachments/wp-content/uploads/2024/02/13-38.jpg)