ବେଗୁସରାୟରେ କହ୍ନେୟା କୁମାର ତୃତୀୟ ନମ୍ବରରେ ଚାଲୁଥିବା ବେଳେ ଗିରିରାଜ୍ ସିଂହ ପ୍ରଥମ ନମ୍ବରରେ ଚାଲୁଛନ୍ତି । ମୋଟ ୪୦ ଟି ସିଟରୁ ୯ ଟି ସିଟରେ ଏନଡିଏ ଆଗୁଆ । କଣ୍ଟାର ଟକ୍କରରେ ଚାଲିଛି ମତଗଣନା । ୩୩ ମତଦାନ କେନ୍ଦ୍ରରେ ଚାଲିଛି ମତଗଣନା । ଆଜି ୮୦୪୦ ପ୍ରାର୍ଥୀଙ୍କ ଭାଗ୍ୟର ଆଜି ହେବ ପରୀକ୍ଷା ।
ଲୋକସଭା ନିର୍ବାଚନ ୨୦୧୯ : ବିହାରରେ ୯ ଟି ସିଟରେ ଏନଡିଏ ଆଗୁଆ ! ବେଗୁସରାୟରେ କହ୍ନେୟା କୁମାର ପଛରେ ପଡିଥିବା ବେଳେ ଆଗରେ ରହିଛନ୍ତି ଗିରିରାଜ୍ ସିଂହ
/kanak/media/post_attachments/wp-content/uploads/2019/05/giriraj-kanhaiya.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)