କନକ ବ୍ୟୁରୋ: ବିହାର ସରକାରଙ୍କୁ ଆଶ୍ୱସ୍ତି । ନିକଟରେ ରାଜ୍ୟ ସରକାର ପ୍ରକାଶ କରିଛନ୍ତି ଜାତିଗତ ଜନଗଣନା ରିପୋର୍ଟ । ପଟନା ହାଇକୋର୍ଟଙ୍କ ନିଷ୍ପତିକୁ ବିରୋଧରେ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଆବେଦନ ଉପରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କ ରିପୋର୍ଟ ପ୍ରକାଶ ଉପରେ ରହିତାଦେଶ ଦେବାକୁ କୋର୍ଟ ମନା କରିଛନ୍ତି । କୋର୍ଟ କହିଛନ୍ତି ରାଜ୍ୟ ସରକାରଙ୍କ ଯୋଜନା ଓ ନିଷ୍ପତିିରେ ହସ୍ତକ୍ଷେପ କରାଯାଇପାରିବନି । ଜାତିଭିତିକ ଜନଗଣନା ତଥ୍ୟ ପ୍ରକାଶନରୁ ବିହାର ସରକାରଙ୍କୁ ନିବୃତ କରାଯାଇପାରିବ ନାହିଁ ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us