ବର୍ତମାନ ସମୟରେ ବିଜୁ ଜନତାଦଳର ଘରୋଇ କଳି କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କୈାଣସି ନା କୈାଣସି ପରିସ୍ଥିତିରେ ଆଜି ବ୍ୟାସନଗରରେ ଯେଉଁ ବିପର୍ଯ୍ୟୟ ହେବାକୁ ଯାଉଥିଲା ,ତାକୁ ବିଜୁଜନତା ଦଳ ଘଂଟ ଘୋଡାଇଦେଲା । ସେହି ବିପର୍ଯ୍ୟୟରୁ ଦଳ ବର୍ତୀଗଲା । ବିଜୁଜନତା ଦଳର ଏଭଳି ସ୍ଥିତି ପାଇଁ ଦଳର କିଛିନେତାଙ୍କ ମଧ୍ୟରେ ଅର୍ନ୍ତଦ୍ୱନ୍ଦ ମଧ୍ୟ ଦେଖାଦେଇଛି । ଏହି ବିତର୍କିତ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍ :
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us