ଉଜ୍ୱଳା ରାଜନୀତିରେ କେନ୍ଦ୍ର ସରକାରଙ୍କୁ ଦାୟୀ କଲେ ରାଜ୍ୟ ସରକାର

ଉଜ୍ୱଳା ରାଜନୀତିରେ କେନ୍ଦ୍ର ସରକାରଙ୍କୁ ଦାୟୀ କଲେ ରାଜ୍ୟ ସରକାର

ଉଜ୍ୱଳା ଯୋଜନାରେ ଓଡିଶାର ବିଭିନ୍ନ ସ୍ଥାନରେ ଏଲପିଜି ବଂଟନ ସମୟରେ ଦେଖାଦେଇଥିବା ଉତେଜନା ପାଇଁ ପରୋକ୍ଷରେ କେନ୍ଦ୍ର ସରାକରଙ୍କୁ ଦାୟୀ କରିଛନ୍ତି ରାଜ୍ୟ ସରକାର । ଏଲପିଜି ବଂଟନ ପାଇଁ ହେଉଥିବା ମେଳାରେ ପୁଲିସ ଓ ପ୍ରଶାସନର ସହାୟତା ନିଆଯାଉ ନଥିବାରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡାଇ ଦିଆଯାଇପାରୁ ନଥିବା କହିଛି ରାଜ୍ୟ । ଏନେଇ ମୁଖ୍ୟ ଶାସନ ସଚିବ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି । ଓଡିଶାର ବିଭିନ୍ନ ସ୍ଥାନରେ ଉଜ୍ୱଳା କ୍ୟାମ୍ପରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାପରେ ରାଜ୍ୟ ସରାକରଙ୍କୁ ସୁରକ୍ଷା ଯୋଗାଇବା ପାଇଁ ନିର୍ଦେଶ ଦେଇଥିଲେ କେନ୍ଦ୍ର ସରକାର। ଉଜ୍ୱଳା ରାଜନୀତିକୁ ନେଇ ବିଗ୍ ଡିବେଟର ଏହି ଏପିସୋଡ୍ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe