ଛାତ୍ରସଂସଦ ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ହେଲା ଏବଂ ସନ୍ଧ୍ୟାସୁଦ୍ଧା ଫଳାଫଳ ମଧ୍ୟ ଆସିଗଲା ଯେଉଁମାନେ ଜିତିଲେ ସେଲିବ୍ରେଟ୍ କଲେ ଏବଂ ଯେଉଁମାନେ ହାରିଗଲେ କେଉଁଠି ଭୂଲ ରହିଲା ତାର କାରଣ ଖୋଜିଲେ ଆସନ୍ତା ବର୍ଷ ପାଇଁ ପ୍ରସ୍ତୁତି ଆରମ୍ଭ କଲେ । ବାଣୀବିହାର ଏ ସଂପର୍କରେ ସବୁଠୁ ଅଧିକ ଗୁରୁତ୍ୱ ବହନ କରୁଥିଲା କାରଣ ବାଣୀବିହାର ଉପରେ ଗତ କିଛିଦିନ ହେଲା ସମସ୍ତଙ୍କ ନଜର ରହିଥିଲା ,ଯେ ବାଣୀବିହାରରେ ନିର୍ବାଚନ ହେବ ନା ନାହିଁ । ପରିଶେଷରେ ନିର୍ବାଚନ ହେଲା ଏବଂ ବିଜୁ ଛାତ୍ର ଜନତା ଦଳର ସମର୍ଥିତ ପ୍ରାର୍ଥୀ ବିଜୟଲାଭ ମଧ୍ୟ କରିଛନ୍ତି । ଏହି ରାଜନୈତିକ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍
ଛାତ୍ରସଂସଦ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ
/kanak/media/post_attachments/wp-content/uploads/2016/10/Screen-shot-2016-10-06-at-4.24.20-PM.png)