ଫେରିଲା ଏସିଡ୍ ଟ୍ରେଣ୍ଡ । ତିନି ଦିନରେ ଘଟିଛି ଏମିତି ତିନି ତିନୋଟି ଘଟଣା, ଯାହା କି ଚିନ୍ତା କରିବାକୁ ବାଧ୍ୟ କରିଛି ଯେଉଁଥିରେ କି ସୁପ୍ରିମକୋର୍ଟଙ୍କର ନିର୍ଦେଶନାମା ଏବଂ ଗାଇଡ୍ ଲାଇନ ପରବର୍ତୀ ପର୍ଯ୍ୟାୟରେ ମଧ୍ୟ କିଭଳି ଆଉ କେଉଁ ପରିସ୍ଥିତିରେ ବଜାରରେ ଖୁଲମଖୁଲା ଭାବରେ ଏସିଡ୍ ମିଳୁଛି, ଯାହା ଏଭଳି ଗୋଟିଏ ଗୋଟିଏ ଘଟଣାକୁ ସାମ୍ନାକୁ ଆଣୁଛି । ଏମିତି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍ :
ପୁଣି ଫେରିଲା ଏସିଡ୍ ଟ୍ରେଣ୍ଡ
/kanak/media/post_attachments/wp-content/uploads/2016/09/vlcsnap-2016-09-08-13h48m52s795.png)