ଜିଏସଟି କାଉନସିଲ୍ ଟିକସ ହାର ସ୍ଥିର କଲେ ସାଧାରଣ ଲୋକଙ୍କ ଜୀବନରେ ଏହାର କଣ ପ୍ରଭାବ ପଡିବ । ଯେଉଁ ମାସିକିଆ ବଜେଟ୍ ଥିଲା ତାହା କେଉଁଭଳି ପ୍ରଭାବିତ ହେବ । ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଜିଏସଟି ପରେ ରାଜ୍ୟ ଅର୍ଥନୀତି ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଭାବରେ ଅର୍ଥନୀତି କେମିତି ପ୍ରଭାବିତ ହେବ । ବଜେଟ୍ ସୁଧୁରିଯିବ ନା ବିଗିଡିଯିବ ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଦେଖନ୍ତୁ ବିଗ୍ ଡିବେଟର ଏହି ଏପିସୋଡ୍ ।
ବିଗ୍ ଡିବେଟରେ ଦେଖନ୍ତୁ ପ୍ରସଙ୍ଗ ‘ଜିଏସଟି ଜଞ୍ଜାଳ କମିବ’ ଓ ‘ମିଛ କହୁଛି ଆଇନା’
/kanak/media/post_attachments/wp-content/uploads/2016/11/vlcsnap-2016-11-05-17h03m43s072.png)