ସୁପ୍ରିମକୋର୍ଟର ଏକ ଗୁରୁତ୍ୱପୂର୍ଣ ରାୟ ସାମ୍ନାକୁ ଆସିଛି, ଯେ ବାପା ଚାହିଁଲେ ନିଜ ଇଚ୍ଚାରେ ଝିଅକୁ ସଂପତି ଦେଇପାରିବେ , ପୁଅ ଏବଂ ଝିଅଙ୍କୁ ସମାନ ଅଧିକାର ଦିଆଯିବ । ସମାଜରେ ଏହା ଏଭଳି ଏକ ପରଂପରା ସୃଷ୍ଟି କରିବ ଯାହାକୁ ନେଇ ଅତୀତ ରେ ବିବାଦ ମଧ୍ୟ ଦେଖାଦେଇଛି । ଏ ସଂପର୍କରେ ସବୁବେଳେ ବିତର୍କ ହୋଇଛି ଏବଂ ବିଭିନ୍ନ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ ହୋଇଛି । ଏହାକୁ ନେଇ ଦେଖନ୍ତୁ କନକ ନ୍ୟୁଜ ର ବିଗ୍ ଡିବେଟ୍ :-
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us