ମହାନଦୀ ପ୍ରସଙ୍ଗରେ ୧୭ରେ ହେବ ତ୍ରିପାକ୍ଷିକ ବୈଠକ । କେନ୍ଦ୍ର ସରକାର, ଛତିଶଗଡ ସରକାର , ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହେବ ଏବଂ ମହାନଦୀର ସମାଧାନର ସୂତ୍ର ବାହାର କରିବା ପାଇଁ ଚେଷ୍ଟା କରାଯିବ । ଏହା ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ଥିଲା ପ୍ରସ୍ତୁତି ବୈଠକ ।
ପ୍ରସ୍ତୁତି ବୈଠକ ପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବରେ ଗୋଟିଏ କଥା କହିଛନ୍ତି ଯେ ବିରୋଧୀଦଳ. ସ୍ୱେଚ୍ଚାସେବୀ ସଂଗଠନ , ଏବଂ ଅନ୍ୟ ବ୍ୟକ୍ତି ବିଶେଷ ଯେଉଁମାନେ ଚାହିଁବେ ସେମାନେ ମତାମତ ଦେବେ ଏବଂ ରାଜ୍ୟ ସରକାର ସେହି ମତାମତକୁ ସ୍ୱାଗତ କରିବେ ।
କିନ୍ତୁ ଏବେ ପ୍ରଶ୍ନ ଉଠୁଛି କେଉଁ ମାଧ୍ୟମରେ ସେମାନେ ରାଜ୍ୟ ସରକାରଙ୍କୁ ମତାମତ ଦେବେ, ଯାହାକୁ ନେଇ ଏବେ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି, ଓ ଆନ୍ତରିକତାକୁ ନେଇ ପ୍ରଶ୍ନବାଚୀ ମଧ୍ୟ ତିଆରି ହୋଇଛି । ଏହି ତମାମ୍ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-13-15h02m16s139.png)