କେଉଁଠି ପୋଲିସକୁ ମାଡ, ତ ପୁଣି କେଉଁଠି ପୋଲିସ ସହ ଧସ୍ତାଧସ୍ତି । ଆଜି ରାଜଧାନୀର ଚିତ୍ର ଥିଲା କିଛି ଏହିଭଳି । ଆଉ ସବୁ ଘଟଣାର କେନ୍ଦ୍ରରେ ଥିଲେ ବିବାଦୀୟ ଛାତ୍ରନେତା କହ୍ନେୟା କୁମାର । ଜେଏନୟୁର ଏହି ପୂର୍ବତନ ଛାତ୍ର ସଂସଦ ସଭାପତିଙ୍କୁ ବିରୋଧ କରିଥିଲେ ଏବିଭିପି ଓ ବଜରଙ୍ଗ ଦଳ । ନାଲି ଓ କଳା ପତାକା ଦେଖାଇଛନ୍ତି ଏହି ଦୁଇଦଳ । ସେପଟେ ସୁରକ୍ଷାରେ ଢିଲା ଅଭିଯୋଗ କରି ପୋଲିସକୁ ବି ଗୋଡାଇ ପିଟିଛି ଏଆଇଏସଏଫ । ରଣକ୍ଷେତ୍ର ପାଲଟିଲା ରାଜଧାନୀର ରାଜରାସ୍ତା । ଏହି ବିତର୍କିତ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍
ରାଜଧାନୀରେ "କହ୍ନେୟା ନିଆଁ'
/kanak/media/post_attachments/wp-content/uploads/2016/10/Screen-shot-2016-10-04-at-3.51.24-PM.png)