ସର୍ଜିକାଲ ଷ୍ଟ୍ରାଇକ୍ ପରେ ଭାରତ ଓ ପାକିସ୍ତାନର ସଂପର୍କରେ ତିକ୍ତତା ଆସିଛି । ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଆଲୋଚନା ଏବଂ ପର୍ଯ୍ୟାଲୋଚନା ଚାଲିଛି । ପ୍ରକୃତରେ ଆତଙ୍କବାଦର ବିଲୋପ ପାଇଁ ଯୁଦ୍ଧ ହିଁ ଏକମାତ୍ର ଭରସା କି? ଭାରତ ପ୍ରକୃତରେ ଯୁଦ୍ଧ କରିବା ଉଚିତ କି, ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍
ଭାରତ,ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ଉଚିତ୍ କି?
/kanak/media/post_attachments/wp-content/uploads/2016/10/Screen-shot-2016-10-01-at-2.52.11-PM.png)