ଶଙ୍କରାଚାର୍ଯ୍ୟଙ୍କ ପରେ ଗଜପତି । ମହାପ୍ରଭୁଙ୍କ ସ୍ନାନଯାତ୍ରାର ଅଘଟଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମହାରାଜ ଦିବ୍ୟସିଂହ ଦେବ । ସ୍ନାନଯାତ୍ରାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । ସେପଟେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବା ଉପରେ ମଧ୍ୟ ଗଜପତି ପ୍ରଶ୍ନ ଉଠାଇଛନ୍ତି । ଏହା ବିଷୟରେ ଅଧିକ ଜାଣିବା ପାଇଁ ଦେଖିବା କନକ ନ୍ୟୁଜ ବିଗ୍ ଡିବେଟର ଏହି ଏପିସୋଡ୍ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us