ଏବେ ଦଶହରାର ମାହୋଲ । ମା’ ଦୁର୍ଗାଙ୍କର ପୂଜାର ପାର୍ବଣକୁ ଧୁମଧାମରେ ପାଳିବା ପାଇଁ ସବୁଆଡେ ସାଜସଜ୍ୟାର ସମ୍ଭାର । ଆଉ ଏହାରି ଭିତରେ ଜୋରଜବରଦସ୍ତ ନାଲି ଆଖି ଦେଖାଇ ଚାନ୍ଦା ଆଦାୟ ହେଉଛି । ଏହି ଅଭିଯୋଗକରିଛନ୍ତି ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀ ।
ଏଠି ପ୍ରଶ୍ନ ଉଠୁଛି ଲୋକମାନେ ସ୍ୱତଃପ୍ରବୃତ ଭାବେ ଚାନ୍ଦା ଦେଉଛନ୍ତି ନା ଏମିତି ଜୋରଜବରଦସ୍ତ ଚାନ୍ଦା ଆଦାୟ ହୁଏ । ଏହି ଭଳି ଏକ ପ୍ରସଙ୍ଗକୁ ନେଇ ବିଗ୍ ଡିବେଟରେ ଦେଖନ୍ତୁ “ ପୂଜା ଚାନ୍ଦା ନା ଦାଦା ବଟି ”।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/Screen-shot-2016-10-07-at-3.14.55-PM.png)