ବିଗ୍ ଡିବେଟରେ ଦେଖନ୍ତୁ ‘କମୁଛି ହୀରାକୁଦର ଆୟୁଷ’ ଓ ‘ବିଧାୟକ : ପ୍ରେଜେଂଟ୍ ସାର୍’

ବିଗ୍ ଡିବେଟରେ ଦେଖନ୍ତୁ ‘କମୁଛି ହୀରାକୁଦର ଆୟୁଷ’ ଓ ‘ବିଧାୟକ : ପ୍ରେଜେଂଟ୍ ସାର୍’

ୱାଟରମ୍ୟାନଙ୍କ ସତର୍କ ଘଂଟି । ଅକାମୀ ହୋଇ ଯିବ ବହୁମୁଖୀ ଯୋଜନାର ପ୍ରତୀକ ଥିବା ହୀରାକୁଦ ନଦୀବନ୍ଧ। ଦୀର୍ଘ ଶହେ ବର୍ଷକୁ ଲକ୍ଷ୍ୟରେ ରଖି ପରିକଳ୍ପନା ହୋଇଥିବା ହୀରାକୁଦ ବନ୍ଧ ଆଉ ୧୫-୧୬ ବର୍ଷ ମଧ୍ୟରେ ମରିଯିବ । ଉପରମୁଣ୍ଡରେ ଜଙ୍ଗଲ ଅବକ୍ଷୟ ଏବଂ ବନ୍ଧରେ ପଟୁମାଟି ପୋତି ହେଉଥିବାରୁ ନିର୍ଦ୍ଧାରିତ ଲକ୍ଷ୍ୟ ଯାଏଁ ସଚଳ ରହି ପାରିବ ନାହିଁ ବୋଲି ୱାଟର ମ୍ୟାନ ଭାବେ ପରିଚିତ ଥିବା ଜଳ ବିଶେଜଜ୍ଞ ରଂଜନ ପଣ୍ଡା କହିଛନ୍ତି। ୱାଟରମ୍ୟାନଙ୍କ ସତର୍କ ଘଂଟିକୁ ନେଇ ଦେଖନ୍ତୁ ଆଜିର ବିଗ୍ ଡିବେଟ୍ ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe