କାଷ୍ଟିଂ କାଉଚ ପ୍ରସଙ୍ଗ : ନିଜ ମତାମତ ରଖିଛନ୍ତି ଅଭିନେତ୍ରୀ ରାଜେସ୍ୱରୀ

21

କାଷ୍ଟିଂ କାଉଚ ନେଇ ଦିନ ତମାମ ମାହୋଲ ଯେତେବେଳେ ସରଗରମ ହୋଇଥିଲା । ଉର୍ମି କମ୍ୟୁନିକେଶନ ପକ୍ଷରୁ ଚାଲିଥିଲା ପ୍ରେସମିଟ୍ । ଅଭିନେତ୍ରୀ ଶର୍ମିଷ୍ଠା ପ୍ରିୟଦର୍ଶନୀ ୬ଜଣ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ କାଷ୍ଟିଂ କାଉଚର ଅଭିଯୋଗ ଆଣିବା ପରେ ପ୍ରଯୋଜିକା ବିନ୍ନି ସାମଲ ରଖିଥିଲେ ତାଙ୍କ ସଫେଇ । ବିନ୍ନି ସାମଲଙ୍କ ସହ ସେଠାରେ ଉପସ୍ଥିତ ଥିଲେ ଚଣ୍ଡୀ ପରିଜା, ନିହାର ସାମଲ ଓ ଟେଲି ଜଗତର କିଛି ନାମୀଦାମୀ ଅଭିନେତା ଓ ଅଭିନେତ୍ରୀ । ସେହି ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ଅଭିନେତ୍ରୀ ରାଜେସ୍ୱରୀ । ସେଠାରେ ସେ ମଧ୍ୟ ରଖିଥିଲେ ନିଜର ମତ । ଏ ପ୍ରସଙ୍ଗ ଉପରେ ରାଜେସ୍ୱରୀଙ୍କ ଠାରୁ କିଛି ଅଧିକା ଜାଣିବା ପାଇଁ ଆସନ୍ତୁ ଦେଖିବା କନକ ନ୍ୟୁଜର ବିଗ ଡିବେଟ