ପଂଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ କରିଛି ବ୍ଲୁପ୍ରିଂଟ

ପଂଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ କରିଛି ବ୍ଲୁପ୍ରିଂଟ

ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏହା ପାଇଁ ଦଳ ତାର ଗେମ୍ ପ୍ଲାନ୍ ପ୍ରସ୍ତୁତ କରିଛି । ବିଜୁ ଜନତା ଦଳ ସରକାରର ମୂଲ୍ୟାୟନ ପ୍ରକ୍ରୀୟାରେ ସାମିଲ ହେବାପାଇଁ ଦଳକୁ ଆହ୍ୱାନ ଦିଆଯାଇଛି । ରାଜ୍ୟ ସରକାରଙ୍କର ସଫଳତା ପଛରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ତାର ଦାୟିତ୍ୱ ନିର୍ବାହ ରେ ବିଫଳ ହୋଇଛି ବୋଲି ତାକୁ ଏକ ପ୍ରମୁଖ ମୁଦ୍ଦା ଭାବରେ ବିଜେପିଦଳ ଉଠାଇଛି । ଅର୍ଥାତ୍ କଂଗ୍ରେସର ବିଫଳତାର ଆଧାରରେ ଦୀର୍ଘ ୧୬ ବର୍ଷ ଧରି ବିଜୁ ଜନତା ଦଳର ସରକାର ଓଡିଶାରେ ରହିଆସିଛି,ଏହି ସମସ୍ତ ପ୍ରସଙ୍ଗ ଉଠାଯାଇଛି ବିଜେପି କାର୍ଯ୍ୟକାରିଣୀ ବୈଠକରେ । ଏହି ତମାମ୍ ପ୍ରସଙ୍ଗର ଆଧାରରେ ପଂଚାୟତ ନିର୍ବାଚନକୁ ଓହ୍ଲାଇବ ବିଜେପି ଦଳ । ଏହି ରାଜନୈତିକ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe