ସୋର, ରାଉରକେଲା, ଏବଂ ପରେ ପଟ୍ଟାମୁଣ୍ଡାଇ ତିନି ଜିଲ୍ଲାର ତିନୋଟି ସହରରେ ଜଳୁଛି ସାଂପ୍ରଦାୟିକତାର ନିଆଁ । ଗଣେଶ ମୂର୍ତୀ ବିସର୍ଜନ ବେଳେ ଏହି ତିନୋଟି ସହରରେ ମୁହାଁମୁହିଁ ହୋଇଛନ୍ତି ଦୁଇଗୋଷ୍ଠୀ । କେଉଁଠି ପୁଲିସ ଲାଠିଚାର୍ଜ କରିବା ପାଇଁ ବାଧ୍ୟ ହୋଇଛି ତ, ପୁଣି ଆଉ କେଉଁଠି ଜାରି ହୋଇଛି ୧୪୪ ଧାରା । ସବୁଠି ପୁଲିସ ଶାନ୍ତି କମିଟି କରି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଚେଷ୍ଟା କରୁଛି ।
ସାଧାରଣ ମହଲରେ ପ୍ରଶ୍ନ ଉଠୁଛି ଯେ ଏହି ସାଂପ୍ରଦାୟିକତାର ନିଆଁ କିଭଳି ଭାବରେ ସହରରୁ ସହରକୁ ବ୍ୟାପୁଛି ୟା ପଛରେ କିଛି ଷଡଯନ୍ତ୍ର ଅଛି କି?ଏବଂ ସେପଟେ ଆପୋସ ବୁଝାମଣାରେ ହିଂସାର ନିଆଁକୁ ଲିଭାଇବା ପାଇଁ ପୁଲିସ ପ୍ରଶାସନ ପ୍ରୟାସ ଜାରି ରଖିଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-14-15h12m17s110.png)