ସରକାରଙ୍କ ବିଭାଗ ବିଭାଗ ଭିତରେ ସମନ୍ୱୟ ନାହିଁ

ସରକାରଙ୍କ ବିଭାଗ ବିଭାଗ ଭିତରେ ସମନ୍ୱୟ ନାହିଁ

ସରକାରଙ୍କ ବିଭାଗ ବିଭାଗ ଭିତର ରହୁନି ସମନ୍ୱୟ । ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାର ଭିତରେ ରଖି ୧୩ ବର୍ଷ ତଳେ ଜଣେ ବରପୁତ୍ରଙ୍କ ନାମରେ ନାମିତ ହୋଇଥିବା ରାସ୍ତାକୁ ପୁଣି ଆଉ ଜଣେ ସନ୍ଥଙ୍କ ନାଁରେ ନାମିତ କରିଦିଆଯାଇଛି । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଭୁବନେଶ୍ୱର ସ୍ଥିତ ଅଭିମନ୍ୟୁ ସ୍ମୃତି ସଂସଦ ତରଫରୁ । ଏବେ ଏଠି ପ୍ରଶ୍ନ ଉଠୁଛି, ଅସୁବିଧା କୋଉଠି ରହିଲା । ବିଭାଗ ବିଭାଗ ଭିତର ରହୁନି ତାଳମେଳ , ନା ରାଜ୍ୟ ସରକାର ଜାଣି ପାରୁ ନାହାଁନ୍ତି । ରାଜ୍ୟ ସରକାର ଜାଣିଶୁଣି ଏଭଳି ଏକ ଭୂଲ କରିଛନ୍ତି କି? ଏବଂ ଏହା ଓଡିଶାର ବରପୁତ୍ର ମାନଙ୍କ ପ୍ରତି ଅପମାନ ନୁହଁ କି? ଏ ସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe