ମୋଦିଙ୍କ କଟାକ୍ଷ

ମୋଦିଙ୍କ କଟାକ୍ଷ

ବାଲେଶ୍ୱରର ବିକାଶ ଉତ୍ସବ ପାଳିଛନ୍ତି ନରେନ୍ଦ୍ର ମୋଦି । ଆଉ ଉତ୍ସବରେ ଓଡିଆରେ ଆରମ୍ଭ କରିଥିଲେ ନିଜର ଅଭିଭାଷଣ । ପ୍ରବଳ ଜନସମାଗମକୁ ଦେଖି ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ । ୨ ବର୍ଷର ସରକାରଙ୍କ ଉପଲବ୍ଧିକୁ ନେଇ ଦେଲେ ହିସାବ । ହେଲେ ଓଡ଼ିଶା ମାଟିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କଲେ ସମାଲୋଚନା । ଏମିତି କିଛି ପ୍ରସଙ୍ଗ ଉଠାଇଛନ୍ତି ଯାହା ବଡ ଧରଣର ପ୍ରଶ୍ନବାଚୀ ସୃଷ୍ଟି କରିଛି ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ  । ତେବେ କଣ ଥିଲା ସେ ପ୍ରସଙ୍ଗ ? ଏହାକୁ ନେଇ ଆଜିର ବିଗ୍ ଡିବେଟ୍ :- ମୋଦିଙ୍କ କଟାକ୍ଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe