ମୋଦିଙ୍କ ସମରସଜ୍ଜା

ମୋଦିଙ୍କ ସମରସଜ୍ଜା

ଆସାମ ପରେ ଓଡିଶା । ବାଲେଶ୍ୱରରେ ହେବ ବିକାଶ ଉତ୍ସବ । ୫ଲକ୍ଷ ଜନତାଙ୍କ ଟାର୍ଗେଟକୁ ନେଇ ରାଜ୍ୟ ବିଜେପି ଚଳାଇଛି ଆୟୋଜନ । କୁହାଯାଉଛି , ମୋଦି ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଏତେ କମ୍ ସମୟ ବ୍ୟବଧାନରେ ଓଡିଶାକୁ ବାରମ୍ବାର ଆସୁଛନ୍ତି । ତେଣୁ ଏ ଗସ୍ତକୁ ନେଇ ରାଜନୈତିକ ମହଲରେ ଚାଲିଛି ଗରମାଗରମ ଚର୍ଚ୍ଚା । ତେବେ କେନ୍ଦ୍ର ବିଜେପିର ଏହା କଣ ମିଶନ ୨୦୧୯ର ଅୟମାରମ୍ଭ କି। ଆସାମର ରାଜନୈତିକ ଜମିକୁ ଯେମିତି ଚାଷ କରିଥିଲେ ଶାହା - ମୋଦି ଯୋଡି , ସେହି ସମାନ ପ୍ରକ୍ରିୟା ଓଡିଶାରେ କାମ ଦେବ କି  । ଏମିତି ଅନେକ ପ୍ରଶ୍ନ ଓ ପ୍ରସଙ୍ଗକୁ ନେଇ ଆଜିର ବିଗ୍ ଡିବେଟ୍ : - "ମୋଦିଙ୍କ ସମରସଜ୍ଜା'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe