ଓଲିଉଡକୁ କଳଙ୍କିତ କରିଥିବା କମେଡି କିଙ୍ଗ ପପୁ ପମପମଙ୍କ ଦୋଷକୁ ସ୍ୱୀକାର କରିଛି ବିଜେଡି । ନେତାରୁ ଅଭିନେତା ବନିଥିବା ପପୁ ଓରଫ୍ ତତ୍ତ୍ୱ ପ୍ରକାଶ ଶତପଥୀଙ୍କୁ ବିଜେଡି ନିଜ ଦଳରୁ ବହିଷ୍କାର କରିଛି । ୨୦୧୪ ନିର୍ବାଚନରେ ପ୍ରଥମେ ଶାସକଦଳ ପାଇଁ ଷ୍ଟାର କ୍ୟାମ୍ପେନର ଏବଂ ପରେ ଚମ୍ପୁଆ ଆସନରୁ ମଧ୍ୟ ତାଙ୍କୁ ପ୍ରାର୍ଥୀ କରିଥିଲା ଦଳ । କିନ୍ତୁ ଚମ୍ପୁଆରେ କାମ କରିନଥିଲା କମେଡି କିଙ୍ଗଙ୍କର ମ୍ୟାଜିକ୍ । କିନ୍ତୁ ବିଜେଡି ଦଳ ପାଇଁ ସାରା ରାଜ୍ୟ ବୁଲି ପ୍ରଚାର କରିଥିଲେ ପପୁ । ଏ ବିତର୍କିତ ପ୍ରସଙ୍ଗ ଉପରେ କନକ ନ୍ୟୁଜ୍ ର ଆଜିର ବିଗ୍ ଡିବେଟ୍ :
ବିଜେଡିରୁ କମେଡି କିଙ୍ଗ ପପୁ ପମପମ ବହିଷ୍କୃତ
/kanak/media/post_attachments/wp-content/uploads/2016/06/vlcsnap-2016-06-30-12h55m49s045.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)