କନକ ନ୍ୟୁଜର ମହାବିତର୍କ : ଜଗନ୍ନାଥଙ୍କୁ ଛୁଇଁବା ଉଚିତ ନା ଅନୁଚିତ୍ !

କନକ ନ୍ୟୁଜର ମହାବିତର୍କ : ଜଗନ୍ନାଥଙ୍କୁ ଛୁଇଁବା ଉଚିତ ନା ଅନୁଚିତ୍ !

ଜଗନ୍ନାଥଙ୍କୁ ଛୁଇଁବା ଉଚିତ ନୁହେଁ ବୋଲି ଆଇନ କହେ । କିନ୍ତୁ ଭକ୍ତ କହେ ସେ ହେଉଛି ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଭାବର ଠାକୁର କାଳିଆ ଠାକୁର । ତେଣୁ ସ୍ନାନ ପୂଣ୍ଣମୀରେ କିଛି ଭକ୍ତ ସ୍ନାନ ବେଦୀରେ ଚଢି ଶ୍ରୀଜିଉଙ୍କୁ ସ୍ପର୍ଶ କରିଥିଲେ । ଆଉ ଏହି ଘଟଣାକୁ ଗଜପତି ଓ ଶଙ୍କରାଚାର୍ଯ୍ୟ ନିନ୍ଦା କରିଥିବା ବେଳେ ଦଇତାପତି ଏହାକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି । ଏହା ସହ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଗଜପତିଙ୍କୁ କଟୁ ସମାଲୋଚନା କରିବା ସହ ଜଗନ୍ନାଥଙ୍କୁ ଛୁଇଁବା ପାଇଁ ଅହ୍ୱାନ ଦେଇଛନ୍ତି । ତେବେ ଜଗନ୍ନାଥଙ୍କୁ ଛୁଇଁବା ଯେତେବେଳେ ଗୋଟିଏ ଆଇନରେ ପରିଣତ ହୋଇ ସାରିଲାଣି ସେତେବେଳେ ସେବାୟତ ମାନେ କାହିିଁକି ଠାକୁରଙ୍କୁ ଛୁଇଁବା ପାଇଁ ଭକ୍ତକୁ ଅନୁମତି ଦେଉଛନ୍ତି । ଭକ୍ତର ଭାବ ସହିତ ଜଡିତ ଏଭଳି ଅନେକ ପ୍ରଶ୍ନର ଉତର ଜାଣନ୍ତୁ କନକ ନ୍ୟୁଜର ଏହି ମହାବିତର୍କରେ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe