କନକ ବ୍ୟୁରୋ: କରୋନା ଟୀକାକରଣ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଦେଶରେ ଆରମ୍ଭ ହେବାକୁ ଯାଉଛି ଟୀକାକରଣ । ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହୋଇପାରେ ଟୀକାକରଣ । ଜାନୁୟାରୀ ୧୩ କିମ୍ବା ୧୪ ଭିତରେ ଦେଶରେ ହୋଇପାରେ ଟୀକାକରଣ । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।
ତେବେ ଭାଇରସ ଭୟ ଭିତରେ ଭ୍ୟାକସିନ ନେଇ ଭଲ ଖବର ଆସିଛି । ଏହାରି ଭିତରେ ଡ୍ରାଏରନ ସରିଛି । କୋଭାକ୍ସିନ, କୋଭାସିଲ୍ଡକୁ ମଧ୍ୟ ମଞ୍ଜୁରୀ ମିଳିଛି । ତେଣୁ ଆଗାମୀ ୧୦ ଦିନ ଭିତରେ ହୋଇପାରେ ଟୀକାକରଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/7-5.jpg)