ଜୁନ ୨୦୨୨ରୁ ଭୁବନେଶ୍ୱରରେ ହେବ କରୋନା ଟିକା ଉତ୍ପାଦନ । ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବଙ୍କ ସହ ଆଲୋଚନା କଲେ ଭାରତ ବାୟୋଟେକ ଅଧ୍ୟକ୍ଷ 

Advertisment
ଜୁନ ୨୦୨୨ରୁ ଭୁବନେଶ୍ୱରରେ ହେବ କରୋନା ଟିକା ଉତ୍ପାଦନ । ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବଙ୍କ ସହ ଆଲୋଚନା କଲେ ଭାରତ ବାୟୋଟେକ ଅଧ୍ୟକ୍ଷ 

କନକ ବ୍ୟୁରୋ: ଓଡିଶାରେ ଉତ୍ପାଦିତ ହେବ  କରୋନା ଟିକା  । ଆସନ୍ତା ବର୍ଷ ଅର୍ଥାତ ୨୦୨୨ ଜୁନରୁ ଭୁବନେଶ୍ୱରରେ କରୋନା ଟିକା ଉତ୍ପାଦନ ଆରମ୍ଭ ହେବ  । ଏନେଇ ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବଙ୍କ ସହ ଆଲୋଚନା କରିଛନ୍ତି ଭାରତ ବାୟୋଟେକ ଅଧ୍ୟକ୍ଷ । ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆ ପ୍ଲାଂଟରେ ଏହି ଟିକା ଉତ୍ପାଦନ କରିବା ନେଇ ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe