କନକ ବ୍ୟୁରୋ: ଓଡିଶାରେ ଉତ୍ପାଦିତ ହେବ କରୋନା ଟିକା । ଆସନ୍ତା ବର୍ଷ ଅର୍ଥାତ ୨୦୨୨ ଜୁନରୁ ଭୁବନେଶ୍ୱରରେ କରୋନା ଟିକା ଉତ୍ପାଦନ ଆରମ୍ଭ ହେବ । ଏନେଇ ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବଙ୍କ ସହ ଆଲୋଚନା କରିଛନ୍ତି ଭାରତ ବାୟୋଟେକ ଅଧ୍ୟକ୍ଷ । ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆ ପ୍ଲାଂଟରେ ଏହି ଟିକା ଉତ୍ପାଦନ କରିବା ନେଇ ଚର୍ଚ୍ଚା ହେଉଛି ।
ଜୁନ ୨୦୨୨ରୁ ଭୁବନେଶ୍ୱରରେ ହେବ କରୋନା ଟିକା ଉତ୍ପାଦନ । ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବଙ୍କ ସହ ଆଲୋଚନା କଲେ ଭାରତ ବାୟୋଟେକ ଅଧ୍ୟକ୍ଷ
/kanak/media/post_attachments/wp-content/uploads/2021/08/bharat-biotech-seeks-govt-aid-to-boost-covid-vaccine-production.jpg)